STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ଗୁମେ

ଗୁମେ

1 min
300

ତୁମ ପ୍ରେମର ରଙ୍ଗରେ

ମୁଁ ନିଜକୁ ସଜେଇ ସାରିଛି।

ତମେ ମୋ ସାଙ୍ଗରେ ଥିଲେ

ମୋର କିଛି ଚିନ୍ତା ନଥିଲା

ତମ ବିନା ବର୍ଷା ପାଣି ବି ମନରେ

ନିଆଁ ଜଳେଇ ଦେଇଯାଏ

ତୁମ ଚିନ୍ତାରେ ମୁଁ ସଦା ଘାଣ୍ଟି ହୁଏ।

ମତେ ଗୋଟେ ମୁହୂର୍ତ୍ତ ବି ତୁମ ବିନା

ଭଲ ଲାଗେନି

ମନ ଲଫପାରେ ତୁମ ପାଇଁ

ଅନେକ ଚିଠି ସାଇତିଛି

ତୁମେ କେବେ ଧରାରେ ଦିସ

କେବେ ଜହ୍ନରେ

ସତ କୁହ ମାନସୀ କେବେ ଆସିବ ମୋ ଜୀବନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance