STORYMIRROR

Liza Senapati

Tragedy Others

3  

Liza Senapati

Tragedy Others

ଗରିବି

ଗରିବି

1 min
12.2K

ଗରିବ ର ସ୍ୱପ୍ନ ,

ସାଗର କୂଳର ଵାଲିଘର।

କେଵେ ଢେଉ ଆସେ,

ପୁଣି କେଵେ ଵତାସି, 

ଧୋଇନିଏ ଆଶା ର ଝଲକ।

ଦି ମୁଠା ଭାତ  

ଵଦଳାଇ ଦିଏ

ଜୀବନ ର ସବୁ ଲକ୍ଷ।

ପେଟ ପାଇଁ କରେ 

କେତେ ଯେ ସଘଂଷ,

ଵୁଝି ବାକୁ କେହି ନାହିଁ ତା ଦରଦ,

ଭୋକ ଆଗରେ ଦଣ୍ଡାୟମାନ ,

ବୁଝିନି ସେ ଜୀବନର ମୂଲ,

ଭୋକର ରାକ୍ଷାସ ହଜେଇ ନିଏ,

ତା ଆଖିର ସବୁ ସ୍ୱପ୍ନ,

ମିଳିଗଲେ ମୁଠେ ଅନ୍ନ,

କଟିଯିବ ତାର ଗୋଟେ ଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Tragedy