STORYMIRROR

Anupama Sahu

Comedy

3  

Anupama Sahu

Comedy

ଗ୍ରହ ଦଶା

ଗ୍ରହ ଦଶା

1 min
139

କରୋନା ରାକ୍ଷସୀ  କି କଲାରେ ଆସି 

   ତୁୁମକ ପ୍ରବାସେ ରଖିଛି 

ତୁୁୁମ ପ୍ରୀତିି ବିନା  ରହି ମୁଁ ପାରେନା 

   ଝୁରିବାଟା ସାର ହେଉଛି 

ଗ୍ରହ ଦଶା ଅବା ପଡିଛି। 


ଆର ସନ ଗଲା  ଏ ସନ ବି ବୋଧେ 

    ବିିିରହେ ବଞ୍ଚିବି ଲାଗୁଛି 

ତାରା ଗଣି ଗଣି   ତନୁ ଶୁଖିଲାଣି 

    ଜୀବନଟା ଯାହା ରହିଛି 

ଗ୍ରହ ଦଶା ଅବା ପଡିଛି। 


ନାଇଟ୍ ସାଙ୍ଗରେ  ଫାଇଟ୍ କରି ମୁଁ 

    ଛଟପଟ ହୋଇ ମରୁଛି 

କାମନା ନିଆଁରେ  ଜଳି ଜଳି ମୁହିଁ 

   ନିଇତି ତୁମକୁ ଖୋଜୁଛି 

ଗ୍ରହ ଦଶା ଅବା ପଡିଛି। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy