STORYMIRROR

kamal kumar dash

Drama

2  

kamal kumar dash

Drama

ଘରଣୀ ଓ ପ୍ରେମିକା

ଘରଣୀ ଓ ପ୍ରେମିକା

1 min
22

ଘରଣୀ ଓଠରୁ ହସ ତ ଝରେନି

ଝରେ ଗାଳି ଅଭିମାନ

ପ୍ରେମିକା ଓଠର କଥା ଖାଲି ଲାଗେ

ମଧୁର ସଂଗୀତ ସମ (୧)

ଘରଣୀ ଋଷିଲେ ଥରଇ ହୃଦୟ

ଭୂମିକଂପ ଆସି ଯାଏ

ପ୍ରେମିକା ଋଷିଲେ ଘଡ଼ିଏ ଦି ଘଡି

ସରି' ରେ ସେ ମାନି ଯାଏ (୨)

ଘରଣୀ କାନ୍ଦିଲେ ବରଷା ବରଷେ

ଆକାଶଟା ଫାଟିଯାଏ

ପ୍ରେମିକା କାନ୍ଦିଲେ କଲା ବାଦଲରେ

ମୋର ମନ ଭରି ଯାଏ (୩)

ଘରଣୀ ଚଳାଏ କବିର ସଂସାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama