STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଏତେ ପାଖରେ !

ଏତେ ପାଖରେ !

1 min
168

ଆକାଶ ରେ ଏତେ ଚିକି ମିକି ତାରା ଫୁଲ

ଦଂଗର ରେ ଜଳୁଚି ନିଆଁ

ନିଆଁ ଜଳୁଚି ତମାମ୍ ଦେହ ଇଲାକା ରେ

ସୁନ୍ଦରୀ ତମ ଆଖି ରେ ସ୍ୱପ୍ନ

କ'ଣ

ନିରୁଦ୍ଦିଷ଼ଟ଼ ବାଳକ

ଏତେ ବେଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract