STORYMIRROR

RAKESH SAHOO

Inspirational

3  

RAKESH SAHOO

Inspirational

ଏମିତି ଏ ସମ୍ପର୍କ

ଏମିତି ଏ ସମ୍ପର୍କ

1 min
13.6K


କିଛି ରାଗ କିଛି ରୁଷା

କେବେ ସକାଳ କେବେ ଉଷା ।।


କିଛି ଅଭିମାନ କିଛି ସ୍ନେହ

କେବେ ହସ କେବେ କୋହ ।।


କେତେ ରଙ୍ଗ କେତେ ରୂପ

ବୁଝି ହୁଏନା ତାର ସ୍ୱରୂପ ।।


କେବେ ସେ ଫୁଲ ଠାରୁ ବି କୋମଳ

ପୁଣି କେବେ କଣ୍ଟା ଠାରୁ ବି ପ୍ରବଳ ।।


କେତେ ଚେଷ୍ଟା ହୁଏ ଯୋଡିବାକୁ

କ୍ଷଣିକେ ଲାଗେ ତାକୁ ଭାଙ୍ଗିବାକୁ ।।


ଉତ୍ତମ ବୁଝାମଣା ଥିବ ଯେଉଁଠି

ସମ୍ପର୍କ ତିଷ୍ଠେ ରହେ ସେଇଠି ।।


ରାକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational