STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଏକତାର ଗୀତ ଗାଇବା ଚାଲ

ଏକତାର ଗୀତ ଗାଇବା ଚାଲ

1 min
274

 ଆଲୁଅ ଲାଗଇ ଯେତିକି ସୁନ୍ଦର

 ଅନ୍ଧାର ଲାଗଇ ତା ଠାରୁ ଭଲ

 ଆଲୁଅ ଲିଭେଇ ଦୀପଟିଏ ଜାଳି

 ଏକତାର ଗୀତ ଗାଇବା ଚାଲ

      ଏକତାର ସ୍ବର ତୀକ୍ଷ୍ଣ ତାର ଧାର

      ଅରୀ ଟାଣପଣ କରଇ ଚୁନା

      କରୋନା ହାରିବ ଭାରତ ଜିତିବ

      ସାରା ଦେଶବାସୀ ମାନିଲେ ମନା

 ଏକଲା ରହିବା ଦୂରେଇ ରହିବା

 ଭୁଲି ସାଙ୍ଗ ସାଥୀ ଆତ୍ମୀୟ କେହି

 ରାଜ୍ୟ ବାହାରୁତ ଆସିଥିବା ଯଦି

 ତଥ୍ୟ ରଖିବାନି ଜମା ଲୁଚେଇ

       ତଥ୍ୟ ଲୁଚାଇଲେ ପଥବଣା ହେବ

       ଆମରି ସ°ଗ୍ରାମ ଆମରି ଲକ୍ଷ୍ୟ

       କରୋଣା ଗ୍ରାସିବ ଗାଁ ଠୁ ସହର

       ବିଦାରି ପକାଇ ସବୁରି ବକ୍ଷ ।

        

 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational