STORYMIRROR

Sai Ambika Panda

Abstract Tragedy

3  

Sai Ambika Panda

Abstract Tragedy

ଧନୀ ଗରୀବ

ଧନୀ ଗରୀବ

1 min
354

ରୋଜଗାର କମ୍ ହେଉ କି ଅଧିକ,

ଜୀବନ ସମସ୍ତଙ୍କ ପାଇଁ ସମାନ ା


ମଟର ସାଇକେଲ ଅବା ଅଡି କାର 

ରାସ୍ତା ସମସ୍ତଙ୍କ ପାଇଁ ସମାନ ା


ଖାଦ୍ୟ ଯେତେ ଟଙ୍କାର ବି ହେଉ,

ପେଟ ପୂରିବା ସଭିଙ୍କ ପାଇଁ ସମାନ ା


ଘଣ୍ଟା ସାଧାରଣ ହେଉ କି ହୀରା ଲଗା 

ସମୟ ଦେଖାଏ ସମସ୍ତଙ୍କୁ ସମାନ ା


ଜଣେ ଗରୀବ ହେଉ କି କୋଟିପତି,

ମରିବାଟା ସମସ୍ତଙ୍କ ପାଇଁ ସମାନ ା


ସାଧାରଣ ଲୋକ କି ପ୍ରଭାବଶାଳୀ 

ଶ୍ନସାନ ଘାଟରେ ତା'ର ପରିଚୟ ଶବ ।


ତେଣୁ ମୃତ୍ୟୁ ପରେ ବି ବଞ୍ଚିରହିବା ପା୍ଇଁ

ଧନ ନୁହେଁ ଜିଣିବାକୁ ହୁଏ ଅନ୍ୟର ମନ ା


Rate this content
Log in

Similar oriya poem from Abstract