ଧନୀ ଗରିବ
ଧନୀ ଗରିବ
ରୋଜଗାର କମ୍ ହେଉ କି ଅଧିକ,
ଜୀବନ ସମସ୍ତଙ୍କ ପାଇିଁ ସମାନ ାା
ମଟର ସାଇକେଲ ଅବା ଅଡି କାର
ରାସ୍ତା ସମସ୍ତତଙ୍କ ପାଇଁ ସମାନ ା
ଖାଦ୍ୟ ଯେତେ ଟଙ୍କାର ବି ହେଉ,
ପେଟ ପୂରିବା ସଭିଙ୍କ ପାଇଁ ସମାନ ା
ଘଣ୍ଟା ସାଧାରଣ ହେଉ କି ହୀରା ଲଗା
ସମୟ ଦେଖାଏ ସମସ୍ତଙ୍କୁ ସମାନ ା
ଜଣେ ଗରିବ ହେଉ କି କୋଟିପତି,
ମରିବାଟା ସମସ୍ତଙ୍କ ପାଇଁ ସମାନ ା
ସାଧାରଣ ଲୋକ କି ପ୍ରଭାବଶାଳୀ
ଶ୍ମସାନ ଘାଟରେ ତା'ର ପରିଚୟ ଶବ
ତେଣୁ ମୃତ୍ୟୁ ପରେ ବି ବଞ୍ଚିରହିବା ପାଇଁ
ଧନ ନୁହେଁ ଜିଣିବାକୁ ହୁଏ ଅନ୍ୟୟର ମନ ାା
