STORYMIRROR

Purnima Prusty

Tragedy Inspirational

3  

Purnima Prusty

Tragedy Inspirational

ଡିଅର ଡାଏରୀ

ଡିଅର ଡାଏରୀ

1 min
195

ଲେଖିବି ମୁଁ ମୋ ବାକି କଥା

କିଏ ବୁଝୁ,ଅବା କରୁ ଅଣଦେଖା,

ଲେଖିବି ମୁଁ ମୋ ବାକି କଥା

ଜାଳିଦେବି ମୋ ହୃଦ ବ୍ୟଥା

ନହେଲେ ଜଳିଯିବ ମୋ କବିତା,

ଲେଖିବି ମୁଁ ମୋ ବାକି କଥା

ମିଳୁ ତାଳି ଅବା ମିଳୁ ପଛେ ଗାଳି...

ଶକ୍ତି ଦିଏ ଆଜି ନିଜ ନୀରବତା

ଜଳିବା ପୂର୍ବରୁ ମୋର ଜୁଇ ଚିତା,,

ଲେଖିବି ନିଶ୍ଚୟ ମୋ ବାକି କଥା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy