Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushree mira Patel

Tragedy

4  

sushree mira Patel

Tragedy

ଡାଏରି

ଡାଏରି

1 min
296



ଡାଏରି

ଅଭୁଲା ସ୍ମୃତିର ଭଣ୍ଡାର

କେମିତି?

ଫର୍ଦ ଫର୍ଦରେ ଭରି ରହିଥାଏ

ଅନେକ ସ୍ମୃତିମାନ।


ଅତିତରେ ବିତିଯାଇଥିବା ସମୟ

ବତ୍ତମାନରେ ଘଟୁଥିବା ଘଟଣା

ଭବିଷ୍ୟତ ପାଇଁ ପ୍ରସ୍ତୁତ ଯୋଜନା

ଡାଏରିରେ ନିର୍ଭୟେ ରଖାଯାଇପାରେ ସାଇତି।


ସବୁ କଥା ସମସ୍ତଙ୍କ

ନିକଟେ କରି ହୁଏନା ପ୍ରକାଶ

କିନ୍ତୁୁ ଲେଖିବା

ଅତି ସହଯ।


ନା' ଲଜ୍ଜା,ନା ଭୟ

ଯାହା ଇଛା ତାହା ଲେଖ

ଲେଖିବାର ସମୟ ନୂହେଁ

ନିର୍ଧାରିତ।


ଏହା ବିଶ୍ବାସ ଯୋଗ୍ୟ

ହୃଦୟର ସବୁତକ ଭାବ ହୋଇଯାଏ 

ଲେଖି,କିନ୍ତୁୁ

ପ୍ରତିବଦଲେ କୁହେ ନା' କିଛି।


ମଣିଷକୁ କେବେ କେବେ ଦ୍ବନ୍ଦରେ ପକାଏ

ସେ ବୁଝିପାରେ ନା'

କଉଟା ଠିକ୍ ଆଉ କଉଟା ଭୁଲ।



Rate this content
Log in

Similar oriya poem from Tragedy