STORYMIRROR

sushree mira Patel

Others

4  

sushree mira Patel

Others

ତାଙ୍କ କଥା ମନେ ପଡେ

ତାଙ୍କ କଥା ମନେ ପଡେ

1 min
329

     


ପ୍ରତ୍ୟେକ ରାତିରେ ତାଙ୍କ ସହ

ମୋର ହୁଏ ଝଗଡା,

ନା' ସେ ମୋ କଥା ଶୁଣନ୍ତି

ନା' ସେ କିଛି କହନ୍ତି,

ଚୁପ ହୋଇ କ'ଣ କରନ୍ତି

କେଜାଣେ??

ସବୁଦିନ ମୁଁ ଭାବେ ଆଜିଠୁ

ଯିବିଭୁଲି ତାଙ୍କୁ,

କିନ୍ତୁୁ ,ସତ କଥାଟା ହେଲା!

ସକାଳୁ ଆଖି ଖୋଲିଲା ମାତ୍ରକେ

ତାଙ୍କ କଥା ପଡେ ମନେ,

ଭୁଲ ତାଙ୍କରି ଥାଏ ତଥାପି!

ସବୁତକ ଦୋଷ ମୋରି ଉପରେ

ଦିଅନ୍ତି ଲଦି,

ତାଙ୍କୁ ବୁଝାଇବାକୁ କରେ ଚେଷ୍ଟା

ତଥାପି!ସେ କିଛି ନ ଶୁଣି

କହି ଦିଅନ୍ତି ମନ ଇଛା

ମତେ ବି ହୁଏ କଷ୍ଟ,

କେଜାଣେ କାହିଁକି ମୋ ଭାବକୁ

ବୁଝନ୍ତି ନାହିଁ,,,,,,,,,

ତାଙ୍କ କଥା ମନେ ପଡେ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍