Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushree mira Patel

Inspirational

4  

sushree mira Patel

Inspirational

ଅପସରୀ

ଅପସରୀ

1 min
269



ମୁଁ କବିୟିତ୍ରୀ କି , ଲେଖିକା ନୂହେଁ

କେମିତି କେବେ କେବେ ଲେଖେ

ପଦଟିଏ ଚିନ୍ତାକରେ,

ମା'ସାରଦାଙ୍କ କୃପାରୁ

ପଦରେ ଆଉ ଏକ ପଦ

ଯୋଡି ହୋଇ ଧାଡିଏ ହୋଇଯାଏ ଲେଖି।


ଶ୍ବେତ ବଣ୍ଣ ଡ୍ରେସରେ

ସୁନ୍ଦର ଝିଅଟିଏ

ଦେଖିବାକୁ ସ୍ବର୍ଗର

ଅପସରୀ ପରି।


ତାର ସୈାନ୍ଦର୍ଯ୍ୟର

କଳ୍ପନା ନାହିଁ

ଯେମିତି ଲାଗୁଛି

ସ୍ବର୍ଗରୁ ଖସିପଡିଛି।


ତା' ଠୁ ନୟନ ଖସୁନି

ଯେତେ ଦେଖୁଥିଲେ

ସେ ଆହୁରି ଅଧିକ

ଦେଖାଯାଉଛି ସୁନ୍ଦରୀ।


ତା' ଚାହାଣି,ତା' ହସ ଅଲଗା

ଯେମିତି ତା'ର କୈାଣସି

ଦୁଃଖ କଷ୍ଟ ନାହିଁ

ସେ ସମ୍ପୂଣ୍ଣ ଆଜାଦ।


ତାକୁ ଦେଖିବାକୁ ମନ ହେଉଛି

ବାରମ୍ବାର ବାରମ୍ବାର

ଯେତେ ଦେଖିଲେ ସେ

ଆହୁରି ଅଧିକ ଲାଗୁଛି ନୂଆ ନୂଆ।



Rate this content
Log in