Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushree mira Patel

Others

3  

sushree mira Patel

Others

ତମରି ପାଇଁ

ତମରି ପାଇଁ

1 min
114



ତାଙ୍କୁ ଦେଖିଥିଲି  ଯେଉଁ ଦିନ

  ପିନ୍ଧି ଥିଲେ  ନୀଳରଂଗ ଡ୍ରେସ

ଆଖିରେ କଜ୍ବଳ  ଓଠରେ 

  ନାଲି ଲିପିଷିଟିକ

କହୁଥିଲେ କଥା  ଆଉ ହସୁଥିଲେ

      ଚାହିଁ ମତେ,

ମୁଁ ଯେ ଭାବୁଥିଲି  ତାଂକ ପାଇଁ

     ଏକ କବିତା,

ପ୍ରଥମଥର ତାଙ୍କ ରୂପ ରେଖ ଦେଖି

   ସାଜିଲି ପ୍ରେମିକା,

ଆଉ ପ୍ରତିଦିନ  ଲେଖିଚାଲିଲି

    ତାଙ୍କ ପାଇଁ କବିତା

ରହିଛ ରହିବ ଏଇ ମୋ ହୃଦୟେ

   ଏମିତି ଲେଖି ଚାଲିଥିବି

   ଅନେକ  କବିତା,

  କେବଳ ତମରି ପାଇଁ ।।


      


Rate this content
Log in