STORYMIRROR

Prafulla Chandra padhi

Romance

2  

Prafulla Chandra padhi

Romance

ଚିତ୍ର ଗୀତି

ଚିତ୍ର ଗୀତି

1 min
95

ବାଟ ଭୁଲି ଥିଲ କି କ'ଣ

ତମ ଛାଇ ଚିକ଼ ଚିକ଼ କରୁ ଥିଲା

ମୋ ମନ ର ମେଘ ରେ ॥

ତମ ଚିତ୍ରିତ ମନ ରୁ

ବୋଧେ ଛିଟିକି ଥିଲା କିଛି

ସବୁ ରଂଗ ମୟ ହେଇ ଥିଲା ମୋର

ସପନ ,ସମ୍ମୋହନ ॥

ତମେ ଭଲ ପାଇ ଥିଲ କି କ'ଣ

ମୋ ଆଖି ରୁ ହଜି ଯାଇ ଥିଲା

ଗତ ରାତି ଗୁଡ଼ିକ ର

କାହାଣୀ ର ସୁଅ ॥

ତମେ ଚିତ୍ର ପ୍ରତିମା ନା''ପ୍ରତିମା ର ଚିତ୍ର

ହାତ ବଢ଼େଇଲେ ଅଦୃଶ୍ଯ

ହାତ ନ ବଢ଼େଇଲେ ଦୃଶ୍ୟ !!!


Rate this content
Log in

Similar oriya poem from Romance