STORYMIRROR

Sasmita Acharya

Fantasy

2  

Sasmita Acharya

Fantasy

ଚିତ୍ର ବି କଥା କହେ

ଚିତ୍ର ବି କଥା କହେ

1 min
13.4K


ସ୍ବପ୍ନର ସୌଦାଗର

ତୁମେ ଆସ

ନିଶବ୍ଦ ପ୍ରହରେ

ସାଉଣ୍ଟି ନେବାକୁ

କ୍ଷଣକି ସମୟର ସୁଖ

ହସ ହସ ଓଠରେ ଭରି

ମିଠା ମିଠା ଦରଦ………||

ଫୁଲ ଭରା ଅଗଣାରେ

ମୁଁ କୋମଳ ମନଟିଏ

ଭୁଲିଯାଏ ହଜିଯାଏ

ଟିକିଏ ମୋହରେ

ଭାଙ୍ଗିଯାଏ ସୀମାରେଖା

ଅଫେରା ପାଦକୁ ଯେବେ

ଫେରେଇ ଆଣେ

ମନ ତଳେ ମିଳେ ଯାହା

ଅସରନ୍ତି ଦରଜ ||


Rate this content
Log in

Similar oriya poem from Fantasy