Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Comedy

4  

Prafulla Chandra Mishra

Comedy

ଚିହ୍ନିରଖ ଭ୍ରାତାଙ୍କ ବଦନ

ଚିହ୍ନିରଖ ଭ୍ରାତାଙ୍କ ବଦନ

1 min
351



ହେତୁବାଦୀ ମଧ୍ୟେ ନେଳି ଟୋପି ଧାରି ପଣ୍ଡିତ ବୋଲାଇ ନିଜକୁ

ଜଗନ୍ନାଥଙ୍କୁ ସେ ସାର୍ ଉଚାରଇ ବାବୁ ରାମ ଲକ୍ଷ୍ମଣଙ୍କୁ

ପୁଣି ଇଡିଅଟ ଲକ୍ଷ୍ମଣ

ତା ସଙ୍ଗତେ ଗୋଟେ ବୁଢା ଖେଣ୍ଟ କହେ ଭୋଗ ଲଗାଇବ ଚିକେନ ।


ପରାସର ଗୋତ୍ରୀ ଗଣେଶ କୁହଇ ମହା କାର୍ତ୍ତିକରେ ଆମିସ

ଖାଇବା ଟା ଭଲ ଏ ମାସରେ ହରି ହରଣ କରିଲେ ନାରୀସ

ସବୁ ଠାରୁ ପାପ ମାସ

ଏ ପାଠଟା ତାକୁ ଶିଖାଇଛି କାଳେ ତାର କେଉଁ ଗୋସିବାପ ।


ଆହୁରି ଅନେକ କଥା ହେତୁବାଦୀ କହି ବୁଣୁଛନ୍ତି ବିଷ

ବୈଜ୍ଞାନିକ ନୁହେଁ ବିଜ୍ଞାନ କହନ୍ତି ମୁର୍ଖ ବାରବାଟି ଚାଷ

ସମ୍ଵିଧାନ ଦ୍ଵାହି ଦେଇ

ତାତ୍ସଲ୍ୟ କରନ୍ତି ଧର୍ମ ସନାତନ ମୁଖେ ବାଡ ବତା ନାହିଁ ।


ରଥ ଗୋଟେ ସିଏ ବ୍ରାହ୍ମଣ କୁଳେ ରେ ଯେମିତି ବିଶ୍ରବା ବାଳ

କୁଳ କଳଂକ ୟେ ଧଳା ଚୁଟିଆ ସେ ଅଟଇ ଜାତି ପାଂଶୁଳ

ସୁତାର ପଣ୍ଡିତ ମିଶି

ନେଳି ଟୋପିଆ ସେ ଅଧମ ବିଧର୍ମୀ ଅଇଁଠା ଚାଟିଆ କୁତୀ ।


ସାବଧାନ ହୁଅ ସଜବାଜ ହୁଅ ସନାତନ ଧର୍ମୀ ଭାଇ

ହିନ୍ଦୁ ସମାଜର ଗୌରବ ଗରିମା ଦେବାପାଇଁ ୟେ ବୁଡାଇ

ମସୁଧା ରଚନ୍ତି ତାଙ୍କ

ଗତିବିଧି ପରେ ନଜର ରଖଥା ଚିହ୍ନି ରଖ ତାଙ୍କ ମୁଖ ।



Rate this content
Log in

Similar oriya poem from Comedy