STORYMIRROR

Prafulla Chandra padhi

Thriller

2  

Prafulla Chandra padhi

Thriller

ଚିହ୍ନା ଚିହ୍ନା ଅଚିହ୍ନା

ଚିହ୍ନା ଚିହ୍ନା ଅଚିହ୍ନା

1 min
125

ଭେଟି ଥିଲି କେବେ

ବାର, ଦିନ, ତାରିଖ ମନେ ନାଇଁ

ଝାପ଼ସା ଛବି ॥

ମନେ ନାଇଁ

ନାଁ,ଗାଁ ଓ ଠିକଣା ॥

କିନ୍ତୁ ମନେ ଅଛି

ଅନ୍ତରଂଗତା ର କଥା

ବସ଼ ରହଣି ଜାଗା କି

ରେଳ ରହଣି ଜାଗା

ମନେ ନାଇଁ

ତଥାପି ମନେ ଅଛି

ଭେଟା ଭେଟି ହେଉ ହେଉ

ସେହି ଅଚିହ୍ନା ବ୍ୟକ୍ତିଂକ

ଅନୁରାଗ ର କଥା ॥

ଅପରିଚିତ ହେଲେ ବି

ସେ କେତେ ପରିଚିତ

ମନେ ହେଇ ଥିଲେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller