STORYMIRROR

Sagar Pradhan

Inspirational

2  

Sagar Pradhan

Inspirational

ବସନ୍ତର ଆଗମନେ

ବସନ୍ତର ଆଗମନେ

1 min
13.5K


ଶୀତ ମାଉସୀଟା ତାର କାର୍ଯ୍ୟ ଅନ୍ତେ

ଧରାରୁ ଯାଇଛି ହଜି

ଋତୁଙ୍କର୍ ରାଜା ବସନ୍ତ ଆସିଛି

ସାହା ନାଇ ବାଜେ ଉଠି....(୧)

ଫୁଲେଇ ଫଗୁଣ ରଙ୍ଗ ଫୁଆଁରରେ

ରଙ୍ଗୀନ ଗାଲିଚା ଦେଇ

ପକୃତି ରାଣୀ ସବୁଜ ପା ଟ ରେ

ଚାଲୁ ଅଛି ନାଇଁ ନଇଁ......(୨)

ଆମ୍ର କାନନରେ କୋକିଳ ର ସ୍ୱର

ମନ କୁ ଚୋରାଇ ନିଏ

ପତ୍ର ଝଡା ବୃକ୍ଷେ ନବ ପଲ୍ହବିତ୍

ପତ୍ର ଶୋଭା ପାଇଥାଏ.....(୩)

ରାଧା କୃଷ୍ଣ ଗ୍ରାମ ଭ୍ରମଣ କରନ୍ତି

ବିମାନ ଉପରେ ବସି

ହୋଲି ର ପରବ ଏକାଠି ପାଳନ୍ତି

ସମସ୍ତ ନଗର ବାସି..........୫

ଦୋଳ ପୂର୍ଣ୍ଣିମା ରେ ମେଲଣ ପଡିଆ 

ଫୁଲରେ ହାଇଛି ସଜା 

ଆଲୋକ ମାଳରେ ଝଲସେ ମେଲଣ

ନାନା ରଙ୍ଗେ ବାଜେ ବାଜା....୪

ସାଗର ପ୍ରଧାନ,ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational