STORYMIRROR

shaikh mozahid mahatab

Romance Others

3  

shaikh mozahid mahatab

Romance Others

ବସନ୍ତର ଆବାହନ

ବସନ୍ତର ଆବାହନ

1 min
164


ବସନ୍ତର ଆଗମନ

ଫଗୁଣର ଭୁରୁ ଭୁରୁ ଗନ୍ଧ

ମଳୟ ଲେସିଦିଏ କୃଷ୍ଣଚୂଡା ର ରଙ୍ଗ

ଦୂର ଦିଗବଳୟରେ କନକ ତୋରଣ।


ହଳଦୀ ବସନ୍ତ ର ଆଗମନୀ

ପତ୍ରେ ପତ୍ରେ ସବୁଜିମାର ସଙ୍କେତିନୀ।

ଫୁଲର ରଙ୍ଗେ ବିଭୋର

ମହୁମାଛି ମଦମତ୍ତ।


ଆସ ବସନ୍ତ 

ଧରାରେ ବୋଳିଦିଅ ପ୍ରେମର ଫଲ୍ଗଗ୍ନୁ

ସବୁ ବାଛବିଚାର ଭୁଲି

ସ୍ନେହର ମଳୟରେ ଝୁଲି

ସାଥୀ ଆସ ଯିବାଚାଲି

ଜହ୍ନର ଆରପାରି ଗଢ଼ିବା

ଏକ ସ୍ଵପ୍ନ ର ରାଜ ପ୍ରାସାଦ

ବସନ୍ତ ସ୍ମୃତିକୁ ପାଥେୟ କରି।



Rate this content
Log in

Similar oriya poem from Romance