STORYMIRROR

Banalaxmi Mohanty

Comedy

3  

Banalaxmi Mohanty

Comedy

ବରଷାରେ ବାହାଘର

ବରଷାରେ ବାହାଘର

1 min
217


ଆଷାଢ ମାସରେ ବରଷା ଆସେ

ଆକାଶ ଟା କଳା ଘୁମରଦିଶେ ।।


ଟପ୍ ଟାପ୍ ପଡେ ବରଷା ଧାରା

ମଝିରେ ମଝିରେ ପଡଇ ଖରା ।। 


ବିଲୁଆ ନନା ଵାହାଘର

ଖରା ବରଷା ରେ ଜମେ ଆସର ।।


ଵେଙ୍ଗୁଲୀ ନାନୀ ବଜାଏ ଶଙ୍ଖ

କ, କ, କ, ଡାକେ ଡାହୁକ ।।


ସାଧବ ବୋହୁ କୁଣିଆ ସାଜି

ନାଲି ପାଟ ପିନ୍ଧି ଖାଉଛି ଭୋଜି।। 


ଖାଦ୍ୟ ପରଶୁଛି ଗଧିଆ ଭାଇ

ଆନନ୍ଦ କହିଲେ ସରି ନୁହଁଇ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy