STORYMIRROR

AMIT KUMAR SAHU

Tragedy

2  

AMIT KUMAR SAHU

Tragedy

ବର୍ଷା ଆଉ ପ୍ରେମ !!

ବର୍ଷା ଆଉ ପ୍ରେମ !!

1 min
13.6K


ପ୍ରଥମ ପ୍ରେମର ପହିଲି ବର୍ଷାରେ ଖୁବ ଭିଜିଲି...

ଉନ୍ମାଦନାରେ ପାଗଳ ହେଇ ।।


ଦ୍ଵିତୀୟ ବର୍ଷାରେ ଖୁବ ଭିଜିଲି...

ସେଇ ମୁହୂର୍ତ୍ତ ସବୁକୁ 

ହୃଦୟର ଖୁବ ନିକଟତର କରିବା ପାଇଁ ।।


ତୃତୀୟ ବର୍ଷାରେ ଖୁବ ଭିଜିଲି ...

ସେଇ ସ୍ମୃତି ସବୁକୁ ଧୋଇ ଦେବା ପାଇଁ ।।


ଆଉ ଆଜି ବି ବର୍ଷାରେ ଖୁବ ଭିଜେ ମୁଁ

ବର୍ଷା ଛିଟାରେ ଆଖିର ଲୁହକୁ 

ଲୁଚେଇ ଦେବା ପାଇଁ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy