STORYMIRROR

AMIT KUMAR SAHU

Tragedy

2  

AMIT KUMAR SAHU

Tragedy

ପଥ...ପ୍ରେମର !

ପଥ...ପ୍ରେମର !

1 min
14K


ପ୍ରେମର ପଥ ଯେ କଣ୍ଟକିତ ପଥ 

ନଥିଲା ଆଗରୁ ଜଣା,

କାହିଁକି କେଜାଣି ମାୟାବିନୀ ପଥେ 

ହେଲି ଆସି ବାଟବଣା ।


ସମୟ ଗଡ଼ିଲା ହୃଦୟ ଭାଙ୍ଗିଲା 

ସ୍ବପ୍ନ ସବୁ ହେଲା ଚୁନା ,

ଖୋଜେ ଯେବେ ପୁଣି ପୁରୁଣା ପ୍ରେମକୁ 

ମିଳେ ଖାଲି ପ୍ରତାରଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy