Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational Children

3  

Sunanda Mohanty

Inspirational Children

ବୋଉ

ବୋଉ

1 min
201


ବୋଉ ନାମ ମଧୁର

ବୋଉ ଡାକ ମଧୁର

ବୋଉ କୋଳ ସ୍ଵର୍ଗ

ବୋଉ ପଣତ ମହାର୍ଘ

ବୋଉ କୋଲେଇନେଲେ

ଦୁଃଖ ଯାଏ ଅପସରି

ପେଟ ଉଠେ ପରିପୂର୍ଣ୍ଣତା ଭରି

ବୋଉ ଏକ ନୀଳ ପରୀ

ରୋଗ ଶୋକରେ ସେବିକା ସରି

ବୋଉର ନରମ ସ୍ପର୍ଶ ଅମୃତବୋଳା

ବୋଉ ନାହିଁ ଯାର ଦୁର୍ଭାଗ୍ୟ ବେଳା

ସଭିଙ୍କୁ କରେ ନିଜର 

 ବୋଉ ପରି କେ ହେବ

ଉଡ଼ି ଯାଉଥିଲେ ସୁବର୍ଣ୍ଣ ଚଢ଼େଇ 

 ଧରି ଆଣି କିଏ ଦେବ

ବୋଉର ପଣତ ମନ୍ଦିର ନେତ

ବୋଉ ସ୍ନେହ ଶ୍ରଦ୍ଧା ମିଳୁ ଅନବରତ

ସମସ୍ତଙ୍କୁ ବୋଉଟିଏ ଦିଅ ଜଗନ୍ନାଥ



Rate this content
Log in

Similar oriya poem from Inspirational