STORYMIRROR

Bipin bihari Barik

Comedy

2  

Bipin bihari Barik

Comedy

ବଜାର ତାତି

ବଜାର ତାତି

1 min
81

ରୋଷଘର ଠାରୁ ହାଣ୍ଡିଶାଳ ଯାଏ

ଖାଲି ପଡ଼ିଅଛି ସବୁ

କଣ ରାନ୍ଧିବୁ କଣ ଖାଇବୁ

ମୁଣ୍ଡ ବୁଲେ ଭାବୁ ଭାବୁ।

ଦର ଦାମ ଚଢା ସବୁ,

ନଅଙ୍କ ଦୁର୍ଭିକ୍ଷ ଠାରୁ ବଳି ଗଲା

କାହାକୁ କଣ ଦବୁ ।


Rate this content
Log in

Similar oriya poem from Comedy