Bipin bihari Barik
Comedy
ରୋଷଘର ଠାରୁ ହାଣ୍ଡିଶାଳ ଯାଏ
ଖାଲି ପଡ଼ିଅଛି ସବୁ,
କଣ ରାନ୍ଧିବୁ କଣ ଖାଇବୁ
ମୁଣ୍ଡ ବୁଲେ ଭାବୁ ଭାବୁ।
ଦର ଦାମ ଚଢା ସବୁ,
ନଅଙ୍କ ଦୁର୍ଭିକ୍ଷ ଠାରୁ ବଳି ଗଲା
କାହାକୁ କଣ ଦବୁ ।
ଖରା ତରା
ରଣ ଭୂଇଁ
ପେଟ ପାଇଁ ନାଟ
ପ୍ରେମ
ନବ ବର୍ଷ
ବାସ୍ତବ
ଛୁଟି
ଵସନ୍ତ ଆଗମନ
କୁଆଁରୀ ଜହ୍ନ
ଝାଞ୍ଜି
ଆଜିକାଲି ଆଉ କେହି କାହାଘରେ ହେଉ ନାହାଁନ୍ତି ଅତିଥି କାରଣ ଭିତରେ ବଦଳି ଗଲାଣି ସଂସ୍କୃତି ସମ୍ପ୍ରତି ଆଜିକାଲି ଆଉ କେହି କାହାଘରେ ହେଉ ନାହାଁନ୍ତି ଅତିଥି କାରଣ ଭିତରେ ବଦଳି ଗଲାଣି ସଂସ୍କୃତି ସ...
ରାତି ଅଧିଆ ପ୍ରେମ ରାତି ଅଧିଆ ପ୍ରେମ
ମାନସିକ ହେଉ କି ବାସ୍ତବ ସଦାବେଳେ ହୁଏ ଉପସ୍ଥିତ, ସାହାସ ଯୁଟାଇ କର୍ମରେ କରାଏ ଗ୍ରସ୍ତ ସେଠି ସିନା ଅ ମାନସିକ ହେଉ କି ବାସ୍ତବ ସଦାବେଳେ ହୁଏ ଉପସ୍ଥିତ, ସାହାସ ଯୁଟାଇ କର୍ମରେ କରାଏ ଗ୍ରସ୍ତ ...
ବନା ଓ ଫଳା ଗୀତ ବନା ଓ ଫଳା ଗୀତ
କହୁଥିଲେ ଏହି ଗଣିତ ପୁରାଣ କେବେ ହେଲେ ସରିବନି । ଲେଖୁଥିଲେ ଏକ ଗ୍ରନ୍ଥ ହୋଇଯିବ କହୁଥିଲେ ଏହି ଗଣିତ ପୁରାଣ କେବେ ହେଲେ ସରିବନି । ଲେଖୁଥିଲେ ଏକ ଗ୍...
ମାଛ ଝୋଳ ମାଛ ଝୋଳ
ବନ୍ଧୁ ମୋର ଭାରି ବଢିଆ ବନ୍ଧୁ ମୋର ଭାରି ବଢିଆ
ମଳ ଓ ପରିମଳ ମଳ ଓ ପରିମଳ
ସକାଳୁ ଖାଉଛି ବ୍ରେଡ, ଅମଲେଟ ଯାଉଅଛି ଗାଡି ଚଢ଼ି, ପଇସା ଦେଇକି ପାଠ ସେ ପଢୁଛି ମାର୍କ ଆଣିବନି ଭିଡ ସକାଳୁ ଖାଉଛି ବ୍ରେଡ, ଅମଲେଟ ଯାଉଅଛି ଗାଡି ଚଢ଼ି, ପଇସା ଦେଇକି ପାଠ ସେ ପଢୁଛି ମାର...
ପ୍ରେମ ଜର ଚିଠିରେ ପଢି କରୋନା ଯେ ଆସିଲା ଉଡ଼ି ଡାକଘର ଠାରୁ ପାର୍କ ଅନ୍ଧାର ପୂର୍ଣ୍ଣଛେଦ ଆଣି ଦେଲା ପ୍ରେମ ଜର ଚିଠିରେ ପଢି କରୋନା ଯେ ଆସିଲା ଉଡ଼ି ଡାକଘର ଠାରୁ ପାର୍କ ଅନ୍ଧାର ପୂର୍ଣ୍ଣ...
ଡିଜିଟାଲ ରଜ ଡିଜିଟାଲ ରଜ
ଆସିଛି ରଜ ଆସିଛି ରଜ
ଫିକା ରଜ ମଉଜ ଫିକା ରଜ ମଉଜ
ବଢେ ଦିନୁଁ ଦିନ ସିନା ପରିବେଶ ପ୍ରଦୂଷଣକାରୀଗଣ ଏ ବିଶ୍ଵକୁ କରନ୍ତି ହୀନିମାନ ଧନ୍ୟ ଧନ୍ୟ ତାଙ୍କ ବ ବଢେ ଦିନୁଁ ଦିନ ସିନା ପରିବେଶ ପ୍ରଦୂଷଣକାରୀଗଣ ଏ ବିଶ୍ଵକୁ କରନ୍ତି ହୀନିମାନ ଧନ୍ୟ ଧ...
ଲୋଡା ନାହିଁ ମୋର ସାବିତ୍ରୀ ବ୍ରତ ହେ ସୁସ୍ଥ ଥାଅ ଚିର କାଳ ତୁମେ ମୋ ସିନ୍ଦୂର ତୁମେ ମୋ ଈଶ୍ଵର ଲୋଡା ନାହିଁ ମୋର ସାବିତ୍ରୀ ବ୍ରତ ହେ ସୁସ୍ଥ ଥାଅ ଚିର କାଳ ତୁମେ ମୋ ସିନ୍ଦୂର ତୁମ...
ନ ବାଜୁ ପଛକେ ସାହାନାଇ ମୋର ଯେତେ ଆସୁ ଯେ ଫଗୁଣ, ଡଙ୍କୁଣୀ କରୋନା ଯାଆ ତୋର ଦେଶେ ତତେ ତୋ' ମାଆ ନ ବାଜୁ ପଛକେ ସାହାନାଇ ମୋର ଯେତେ ଆସୁ ଯେ ଫଗୁଣ, ଡଙ୍କୁଣୀ କରୋନା ଯାଆ ତୋର ଦେଶେ ...
ଯୁଗ୍ମ ପରିବାରେ ସମ୍ପର୍କର ମୂଲ କେତେ ଅନୁଭୂତି ଭରିଦିଏ ସହରୀ ପବନ ସଭ୍ୟ ହେବା ନିଶା କେତେ ସମ୍ପର୍କକ ଯୁଗ୍ମ ପରିବାରେ ସମ୍ପର୍କର ମୂଲ କେତେ ଅନୁଭୂତି ଭରିଦିଏ ସହରୀ ପବନ ସଭ୍ୟ ହେବା ନିଶା ...
ଶୁଣି ଏହା ଜିନ୍ ହୋଇଲା କାବା ସତେ କି ମଣିଷ ତୁହି ଦେଖୁଛି ଯା'କୁ ମୁହିଁ ଆଜିଯାଏ ମୋତେ ଯେ କେହି ଦେଇନ ଶୁଣି ଏହା ଜିନ୍ ହୋଇଲା କାବା ସତେ କି ମଣିଷ ତୁହି ଦେଖୁଛି ଯା'କୁ ମୁହିଁ ଆଜିଯାଏ ମୋତେ ଯ...
ମନ କଷ୍ଟ ଆଦୌ କରିବନି ଜମା ପାଖେ ପାଖେ ମୁହିଁ ଅଛି ଭଲ ମନ୍ଦ ତୁମ ବୁଝିବି ଏଥର ଖୁସିକୁ ଆଣିବି ବ ମନ କଷ୍ଟ ଆଦୌ କରିବନି ଜମା ପାଖେ ପାଖେ ମୁହିଁ ଅଛି ଭଲ ମନ୍ଦ ତୁମ ବୁଝିବି ଏଥର ଖ...
ବାଇକ୍ ରେ ମୋର ଅଳନ୍ଧୁ ଗଲାଣି ଘୋଟି ସାଇକେଲ ଟାକୁ ବାହାର କଲାରୁ ଟିଉବ୍ ଟାୟାର କୁ ମୂଷା ତ ଦେଇଛି କ ବାଇକ୍ ରେ ମୋର ଅଳନ୍ଧୁ ଗଲାଣି ଘୋଟି ସାଇକେଲ ଟାକୁ ବାହାର କଲାରୁ ଟିଉବ୍ ଟାୟାର କୁ ମୂଷ...