STORYMIRROR

Manash ranjan Pattanayak

Romance

2  

Manash ranjan Pattanayak

Romance

ବିମୋହିତ

ବିମୋହିତ

1 min
120

ଗୋଲାପ ଦିବସ ହେବି ମୁଁ ହରଷ

     ଜାଣିଛ କି କାହିଁ ପାଇଁ 

କାହାର ପରଶ ବିମୋହିତ ହସ

     ଆସୁଅଛି ଦେଖ ଧାଇଁ 

ନାନା ରକମର ଗୋଲାପ ସାଥୀରେ 

    ମନ ଲୋଭା ସେ ତରୁଣୀ 

ରଚିବି ଶୃଙ୍ଗାର ଅତି ଆନନ୍ଦରେ 

    ସାଜନ୍ତାକି ମୋର ରାଣୀ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance