Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Akshaya kumar Rout

Classics


3  

Akshaya kumar Rout

Classics


ବିଜୟ ତୁମେ ବିଜୟୀ

ବିଜୟ ତୁମେ ବିଜୟୀ

1 min 28 1 min 28

ନାୟକ ହେଉକି ଖଳନାୟକ 

ହେଉ ଅବା ଚରିତ୍ର ଅଭିନେତା 

ଉଡାଇଛ ତୁମେ ବିଜୟର ଧ୍ୱଜ 

ଲେଖିଛ ବିଜୟ ଗାଥା..... l 


କଳାର ଉତ୍କର୍ଷ, କଳାର ବିକାଶ 

ଥିଲା ଯାହାର ଧର୍ମ

ନୀରବ ସେ ଆଜି ସରଶଯ୍ୟାରେ 

ଓଡିଶା ଫିଲ୍ମ ଜଗତର ଭୀଷ୍ମ ପିତାମହ.... l 


ଅଭିନେତା ନୁହେଁ ଯାଦୁଗର ଟିଏ 

କି ଯାଦୁ କରିଲା ସିଏ 

ଶାଢେ ଚାରିକୋଟି ଉତ୍କଳବାସୀଙ୍କୁ 

ଋଣୀ କରିଗଲା ସିଏ........ l 



Rate this content
Log in

More oriya poem from Akshaya kumar Rout

Similar oriya poem from Classics