Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshaya kumar Rout

Classics

3  

Akshaya kumar Rout

Classics

ବିଜୟ ତୁମେ ବିଜୟୀ

ବିଜୟ ତୁମେ ବିଜୟୀ

1 min
42


ନାୟକ ହେଉକି ଖଳନାୟକ 

ହେଉ ଅବା ଚରିତ୍ର ଅଭିନେତା 

ଉଡାଇଛ ତୁମେ ବିଜୟର ଧ୍ୱଜ 

ଲେଖିଛ ବିଜୟ ଗାଥା..... l 


କଳାର ଉତ୍କର୍ଷ, କଳାର ବିକାଶ 

ଥିଲା ଯାହାର ଧର୍ମ

ନୀରବ ସେ ଆଜି ସରଶଯ୍ୟାରେ 

ଓଡିଶା ଫିଲ୍ମ ଜଗତର ଭୀଷ୍ମ ପିତାମହ.... l 


ଅଭିନେତା ନୁହେଁ ଯାଦୁଗର ଟିଏ 

କି ଯାଦୁ କରିଲା ସିଏ 

ଶାଢେ ଚାରିକୋଟି ଉତ୍କଳବାସୀଙ୍କୁ 

ଋଣୀ କରିଗଲା ସିଏ........ l 



Rate this content
Log in