STORYMIRROR

JASBIN *SABAR *

Abstract Inspirational

3  

JASBIN *SABAR *

Abstract Inspirational

ବିବାହରେ ବର୍ଣ୍ଣ-ବିବେଚନlକୁ

ବିବାହରେ ବର୍ଣ୍ଣ-ବିବେଚନlକୁ

1 min
125

lବିବାହରେ ବର୍ଣ୍ଣ-ବିବେଚନlକୁ କୌଣସିଭାବେହିିଁ ତ୍ୟାଗ କରନା

ସ୍ମରଣ ଯେଭଳି ଥାଏ--

   କନ୍ୟା ଉଚ୍ଚ ବୈଶିଷ୍ଟ୍ୟଶୀଳ ବର୍ଗରେ 

      ଯେପରି ପରିଣୀତା ହୁଏ, 

   ଆଉ, ପୁରୁଷ ଯେପରି 

    ସମାନ କିମ୍ବା ଉପଯୁକ୍ତ କୃଷ୍ଟି-ସମନ୍ବିତ 

   ସଦ୍ ବଂଶରେ ଅନୁଲୋମକ୍ରମେ 

       ବିବାହ କରେ,

ଯଦିଚ ସମାନ ପରିବାରରେ ବିବାହହିଁ ଶ୍ରେୟ, 

  କାରଣ, ମାଟିର ଭଲମନ୍ଦରେ କିନ୍ତୁ 

    ଉତ୍ତମ ବୀଜର ବି ଉତ୍କର୍ଷ-ଅପକର୍ଷ ହୋଇଥାଏ;

ବୈଧୀ-ତତ୍ପରତାରେ 

   ସୁବିନାୟିତ ସଙ୍ଗତି ନେଇ 

     ପୁରୁଷର ବଂଶର ସାର୍ଥକତା ଦେଖି 

       ଉପଯୁକ୍ତ ବିବାହ ଦ୍ବାରା 

ସାଧାରଣତଃ ସନ୍ତାନ-ସନ୍ତତି

   ଶୁଭ-ସମ୍ବୁଦ୍ଧ ଓ ସମ୍ବର୍ଦ୍ଧନଶୀଳହିଁ ହୋଇଥା'ନ୍ତି, 

ତେଣୁ, ତୁମେ ଏହାର ବ୍ୟତିକ୍ରମ କରି 

   ଏହାର ବ୍ୟତ୍ୟୟୀ କୁନିଷ୍ଠ ଚଳନରେ ଚାଲି

ନିଜର, ପରିବାରର ଓ ସମାଜର

   ସମ୍ବର୍ଦ୍ଧନାର କ୍ଷତି କରିବାକୁ ଯାଅନା, 

     ଶ୍ରେୟ ଯା' ତା'ହିଁ ସମୀଚୀନ ।


Rate this content
Log in

Similar oriya poem from Abstract