STORYMIRROR

JASBIN *SABAR *

Others

3  

JASBIN *SABAR *

Others

ଏଇ କି ଜୀବନ

ଏଇ କି ଜୀବନ

1 min
121

କିଛି ସ୍ବପ୍ନ କିଛି ଆଶା

କିଛି ସ୍ନେହ କିଛି ପ୍ରେମ

    ‌‌    ଏଇ କି ଜୀବନ....।

 ସ୍ଵପ୍ନ ଯଦି ଯାଏ ଭାଙ୍ଗି

       କେମିତି ପାରିବ ଉଡ଼ି

 ଆଶା ଯେବେ ଯାଏ ପଡ଼ି

       କେମିତି ଉଠିବ ପୁଣି 

   ଆଶା ଆଉ ସ୍ବପ୍ନ 

        ଦୁଇ ଡେଣା ସମ

  ବିହଙ୍ଗ କି ଏଈ ମନ.....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍