STORYMIRROR

hrudananda sunani

Comedy

3  

hrudananda sunani

Comedy

ବିବାହ କୁଣ୍ଡଳୀ

ବିବାହ କୁଣ୍ଡଳୀ

1 min
228

ବିବାହ ଏକ ବୈଦିକ ରୀତି

ନାରୀ ପୁରୁଷ ମିଳନ ପ୍ରୀତି ।


ପ୍ରେମ ର ବିବାହ

ବ୍ୟବସ୍ଥା ବିବାହ


ବ୍ୟବସ୍ଥା ବିବାହ ପାଇଁ

କୁଣ୍ଡଳୀ ଆବଶ୍ୟକ

ଉଭୟ ବର କନ୍ୟାଙ୍କ

ଲୋଡ଼ା ପଡେ  ଜାତକ ।


ପ୍ରଥମେ ରାଶି ମେଳକ

ଦେଖାଯାଏ

ଦ୍ୱିତୀୟ ଗ୍ରହ ମେଳକ

ସୁଜାଯାଏ

ତୃତୀୟେ ନକ୍ଷତ୍ର ମେଳକ

ଦେଖାଯାଏ

ଚତୁର୍ଥେ ନାଡୀ ମେଳକ

ଦେଖାଯାଏ

ପଞ୍ଚମେ ଗଣ ମେଳକ

ଦେଖାଯାଏ

ଷଷ୍ଠରେ ଯୋନି ମେଳକ

ଦେଖାଯାଏ

ସପ୍ତମରେ ବର୍ଗ ମେଳକ

ଦେଖାଯାଏ

ଅଷ୍ଟମରେ ଗୋତ୍ର ମେଳକ

ଦେଖାଯାଏ

ନବମରେ ତାରା ମେଳକ

ଶୁଭାଯାଏ

ଦଶମରେ ମଣ୍ଡଳ ମେଳକ

ଦେଖାଯାଏ

ଏପରି ଭାବେ ବିବାହ

କୁଣ୍ଡଳୀ ଦେଖାଯାଏ

ଜ୍ୟୋତିଷ ବହିରେ ଏହା

ବର୍ଣନା ହୋଇଥାଏ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy