STORYMIRROR

Susanta Dash

Inspirational

2  

Susanta Dash

Inspirational

ଭୋଗ

ଭୋଗ

1 min
13.5K


ନିଜକୁ ନିଜ ପାଖରେ ରଖିବା,

ଯେତେ ହତାଦର ହେଲେ ବି

ନିଜକୁ ସାନ୍ତ୍ୱନା ଦେବା

ମିଳିମିଶି ମଣିଷ ହୋଇ ରହିବା

ଚାଲ ସବୁ ମଣିଷ ଭାବେ

ଜୀବନକୁ ଭୋଗିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational