STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଭକ୍ତି ଚୈତନ୍ୟ

ଭକ୍ତି ଚୈତନ୍ୟ

1 min
179


ମୁଁ ତତେ ଦେଖିଛି ଜହ୍ନ ଆଲୁଅରେ

ଶିଶିର ସ୍ପର୍ଶ ଶୀତ ସକାଳରେ

ଗୋଧୂଳି ବେଳାରେ ଅପରାହ୍ନ ଛାଇରେ

ସମୁଦ୍ର ଢେଉରେ ମରୀଚିକା ମରୁବାଳିରେ

କହିବୁ କି ତୁ କିଏ

ଯୁଆଡେ ଖରା ସେଆଡେ଼ ଛତା

ଯୁଆଡେ ବର୍ଷା ସିଆଡେ ପଖିଆ ଠିକଣା ପତ୍ତା

ଯୁଆଡେ ନଦୀ ସିଆଡେ ଢେଉ

ଯୁଆଡେ ଆକାଶ ସିଆଡେ ପବନ ହେଇକି ବାୟୁ

ଯୁଆଡେ ମନ ସିଆଡେ ଚନ୍ଦନ

ଯୁଆଡେ ଗଛ ସିଆଡେ ଛାଇର ଘନ

ଏମିତି କେମିତି ହୁଏ

ତୁଳସୀ ଚନ୍ଦନ କସ୍ତୁରୀ ମଗନ

ବାର ମାସେ ତେର ଯାତ୍ରା ସମାପନ

କରି କରାଉଥାଏ ସେହି ତା ବିନା ଅନ୍ୟ ଗତି କାହିଁ

ଏକଥା ବୁଝିବି ଅବୁଝା ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics