Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramanlal Dasmandal

Inspirational

4.0  

Ramanlal Dasmandal

Inspirational

ବେଲା ଚାୱ ( Bella Ciao )

ବେଲା ଚାୱ ( Bella Ciao )

1 min
280


ପ୍ରଭାତୁ ଦିନେ ମୁଁ ଉଠି ଦେଖିଲି 

(ଓ ବେଲା ଚାୱ, ବେଲା ଚାୱ ,ବେଲା ଚାୱ ,ଚାୱ,ଚାୱ,|)

ପ୍ରଭାତୁ ଦିନେ ମୁଁ ଉଠି ଦେଖିଲି 

ସେଠି ଆତତାୟୀଙ୍କୁ ପାଇଲି |


ଓହ, ପାର୍ତିନୋ , ମୋତେ ସାଙ୍ଗରେ ଘେନ |

(ଓ ବେଲା ଚାୱ, ବେଲା ଚାୱ ,ବେଲା ଚାୱ ,ଚାୱ,ଚାୱ,|)

ଓହ, ପାର୍ତିନୋ, ମୋତେ ସାଙ୍ଗରେ ଘେନ |

ମୋତେ ଲାଗୁଚି ମୁଁ ଆତତାୟୀ ପାଇଁ ମାରିବାକୁ ପ୍ରସ୍ତୁତ |


ଯଦି ପାର୍ତିନୋ ହେଇ ଶରୀର ଛାଡ଼ିଲି |

(ଓ ବେଲା ଚାୱ, ବେଲା ଚାୱ ,ବେଲା ଚାୱ ,ଚାୱ,ଚାୱ,|)

ଯଦି ପାର ଟିନୋ ହେଇ ଶରୀର ଛାଡ଼ିଲି |

ମୋତେ ତୁମେ ପୋତିଦେଇ ଯିବ |


ମୋତେ ଦୂର ପାହାଡ଼େ ପୋତି ଦିଅ |

(ଓ ବେଲା ଚାୱ, ବେଲା ଚାୱ ,ବେଲା ଚାୱ ,ଚାୱ,ଚାୱ,|)

ମୋତେ ଦୂର ପାହାଡ଼େ ପୋତି ଦିଅ |

ଏକ ସୁନ୍ଦର ଫୁଲ ତଳେ ଯେମିତି ମୃତ ଶରୀର ମୋର ଥିବ |


ଯେବେ ଆକ୍ରମଣକାରି ଯିବେ 

(ଓ ବେଲା ଚାୱ, ବେଲା ଚାୱ ,ବେଲା ଚାୱ ,ଚାୱ,ଚାୱ,|)

ଯେବେ ଆକ୍ରମଣକାରି ଯିବେ 

ସବୁ କହିବେ "ଓ ,, କି ସୁନ୍ଦର ଫୁଲ!"


"ଏତେ ସୁନ୍ଦର ସଂଗ୍ରାମୀଫୁଲ

(ଓ ବେଲା ଚାୱ, ବେଲା ଚାୱ ,ବେଲା ଚାୱ ,ଚାୱ,ଚାୱ,|)

ଏତେ ସୁନ୍ଦର ସଂଗ୍ରାମୀଫୁଲ |

ସ୍ୱାଧୀନତା ପାଇଁ ତାକୁ ଏତେ ନିର୍ଦ୍ଦୟ ହେଲ, କାହିଁକି ତାଙ୍କୁ ମାରିଲ |


(ବି.ଦ୍ର - ଏହା ଗୀତର ଭାବାତ୍ମକ ଅନୁବାଦ ନୁହେଁ, ଏହା କେବଳ ଗୀତର ଆକ୍ଷରିକ ଅନୁବାଦ  )


Rate this content
Log in

Similar oriya poem from Inspirational