Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramanlal Dasmandal

Romance Classics Inspirational

4.9  

Ramanlal Dasmandal

Romance Classics Inspirational

ପ୍ରେମ ବିନା ଫଗୁଣ

ପ୍ରେମ ବିନା ଫଗୁଣ

1 min
782


ଯାହା ପାଇଁ ଜଣେ କିଛି ବି କରିବାକୁ ପ୍ରସ୍ତୁତ ଥାଏ ,

ଯାହା ପାଇଁ ଜଣେ କୁବେର ସମ୍ପଦକୁ ବି ଆଡେଇଦେଇଥଏ |

ଯଦି ସିଏ ଥରେ କହିଦିଏ ଯା ତୁ ତୋ ବାଟରେ ,

ଅଉ ତୁମେ କିଛି କରି ନପାର

କ'ଣ ସତରେ ଜଣେ ଏତେ ଦୂର୍ବଳ ହେଇପାରେ |

 

ଯାହାର ଟିକେ ଖୁସି ପାଇଁ  ତୁମେ ତୁମ ହସକୁ ଜାଳିଦେଇଥିଲ.

ଯାହାର ଗୋଟେ ହସ ପାଇଁ ତୁମ ଭାଗରେ ଥିବା ତୁମର ସବୁ କିଛି ତାକୁ ଦେଇଥିଲ |

ଯଦି ସିଏ ଥରେ କହିଦିଏ ଯା ତୁ ତୋ ବାଟରେ ,

ଅଉ ତୁମେ କିଛି କରି ନପାର

କ'ଣ ସତରେ ଜଣେ ଏତେ ଦୂର୍ବଳ ହେଇପାରେ |


ଯାହାକୁ ସଜେଇ ରଖିବାକୁ ଥିଲା ଆଖି ପଲକରେ ,

ବନେଇ ରଖିବାରରେ ଥିଲା ନାୟିକା ନିଜ ଜୀବନରେ |

ଯାହା ପାଇଁ ସମସ୍ତଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ଥିଲ

ତେଣିକି ସିଏ ଯିଏ ହଉ ସାଙ୍ଗ , ଶତ୍ରୁ ଅବା ସହୋଦର

ଗୋଟେ ସରଳ ସୁନ୍ଦରୀ ଆଉବହୁତ ନିରୀହ ଝିଅ ପ୍ରେମ ହେଇ ଆସିଥିଲା ଜୀବନରେ

ଚାଲିଗଲା ସିଏ ଛାଡି ,

ମନକୁ ସମ୍ପୂର୍ଣ୍ଣ ଚୁରମାର କରି   |


ଆଜି ପୁଣି ହେଇଗଲା ସେ ଅଜଣା

ଗଲାବେଳେ କହିଗଲା ଭୁଲିଯିବୁ ମୋତେ ,

ଆରେ ଯାଉ ଯାଉ ଏତିକି ତ କହି ଯାଅ କେମିତି ଜଣେ ତୁମକୁ ଭୁଲିବ

ଯୋଉଠି ପ୍ରତି ସ୍ପନ୍ଦନ ଅଛି ତୁମ ନାଁରେ |


ଯଦି ତୁମ ଜବନରେ ମଧୁଭରା ସ୍ବପ୍ନ ଦେଖିଚି ସିଏ ,

ତୁମ ମନରେ ଆସି ଅସହିଷ୍ଣୁ ତାର ପାଠ ପଢ଼େଇଛି ବି ସିଏ |

ତୁମ କଷ୍ଟ ବେଶୀ ବଢି ବଢି ଚାଲୁଛି ,

ଜଣା ନାହିଁ କ'ଣ ସେ ପ୍ରେମ ଔଷଧ ଲଗେଇଛି |

ୟାଠୁ ଅଧିକ ହୁଏତ ଅଉ କିଛି ମୁଁ ନ କହି ପାରେ ,

କ'ଣ ସତରେ ଜଣେ ଏତେ ଦୁର୍ବଳ ହେଇପାରେ |

କାରଣ ତୁମକୁ ପର କରି ଅଉ ଜଣକୁ ନିଜ ହୃଦୟରେ ମିଳିଗଲା ତାକୁ ତା ପ୍ରେମ,

ହେଲେ ଏ ସଂସାରରେ ତୁମେ ହୋଇ ରହିବାକୁ ଏକୁଟିଆ ଦେଖେଇଗଲା ସେ ବାଟ |



Rate this content
Log in

Similar oriya poem from Romance