Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ବାତ୍ୟା

ବାତ୍ୟା

1 min
148


ବାତ୍ୟା ଏବେ ଆସେ ପ୍ରଳୟଙ୍କାରୀ

ଭୟଙ୍କର ବିଭୀଷିକାର ରୂପ ନେଇ

କାହିଁକିନା ଘୁର୍ଣ୍ଣିବାତ୍ୟାର ରୂପ ନିଏ

ଜୀବନ, ଜୀବନ ପ୍ରଣାଳୀରେ

ସଂଯମତା ଯେ ଶ୍ରେଷ୍ଠତ୍ୱ ର ଭାଷା

ଅନ୍ୟଥା ବନ୍ୟାହିଁ ତ ହୁଏ

ବିପର୍ଯ୍ୟୟର ରୂପ ନିଏ

ଶାନ୍ତି କିଏ ନ ଚାହେଁ

ସ୍ବପ୍ନ କିଏ ନ ଦେଖେ

ସ୍ୱପ୍ନର କାନଭାସ୍ ଉପରେ

ଯେବେ ତୁଳି ରଙ୍ଗ ନିଏ

ରଙ୍ଗୀନ କରିବାକୁ ।



Rate this content
Log in

Similar oriya poem from Inspirational