STORYMIRROR

Rakesh Ranjan Ojha

Romance

3  

Rakesh Ranjan Ojha

Romance

ବାସ୍ନା ରଖିଥିବା ସ୍ମୃତି

ବାସ୍ନା ରଖିଥିବା ସ୍ମୃତି

1 min
223

ଖାଲି ସ୍ମୃତିରେ ବାସ୍ନା ନୁହେଁ

ଅନେକ ବାସ୍ନାରେ ବି ସ୍ମୃତି ଲୁଚିଥାଏ

ତ ଗଣ୍ଠିଲିରେ ରଖିଥାଏ ବିଗତ ଦିନର,

କାହାଣୀ, ମାନ ଅଭିମାନ, ପ୍ରେମ ପ୍ରତାରଣା

ଓ ଜୀବନର ନିଚ୍ଛକ ଜଳ ଛବି


ପ୍ରଥମ ପ୍ରେମର ମହମହ ଛୁଆଁ,

ପ୍ରତାରିକା ଅଲିଅଳି ପ୍ରେମିକାର ସ୍ମୃତି,

ଏ ବାସ୍ନା ତ ରଖିପାରେ ସବୁ କିଛି ସାଇତି


କିଛି ବାସ୍ନା ଆଜି ବି ଫେରାଇ ଦିଏ,

ପିଲା ଦିନ ଧୂଳି ଖେଳ ଓ ଅଝଟ ବେଳର ଦିନ,

କିଛି ବାସନା ନେଇ ଯାଏ ପୁଲକିତ ଆଲୋକିତ ଇଲାକାକୁ


Rate this content
Log in

Similar oriya poem from Romance