STORYMIRROR

kamal kumar dash

Romance Tragedy

3  

kamal kumar dash

Romance Tragedy

ବାଲି ଘର

ବାଲି ଘର

1 min
130


       ନଦୀ ପରି କେବେ  କୁଳୁ କୁଳୁ ହୋଇ 

         ଗାଇନି ତୁମରି ପାଇଁ 

      ଜହ୍ନ ପରି କେବେ   ଶୀତଳ କିରଣେ

         ପାରିନି ତୁମେ ଭିଜାଇ (୧)


      ତୁଳି ପରି କେବେ    ତୁମରି ଜୀବନେ 

         ପରିନିତ ରଙ୍ଗ ଭରି 

      ତୁମରି ପ୍ରୀତିକୁ    ମୋ ସ୍ମୃତିରେ ଭରି 

          ରଖିଛି ନିଜର କରି (୨)


      ଏତିକି କହୁଛି       ଥରଟିଏ ତୁମେ

         ସପନରେ ଆସ ବୋଲି

      ଆମରି ପ୍ରୀତିର    ସେ ବାଲି ଘରକୁ 

          ମିଶିକି ଗଢିବା ଖାଲି (୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance