Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisha Panda

Classics

3  

Monalisha Panda

Classics

ଅଫୁଟା ଫୁଲ

ଅଫୁଟା ଫୁଲ

1 min
183


ଦେଖି ବାକୁ ଭାରି ସୁନ୍ଦର ଫୁଲ ର କଢି

ପତ୍ର ଫୁଲ ତାକୁ ରହିଥାଆନ୍ତି ‌ବେଢି ।


ଅଫୁଟା ଫୁଲ ଭାବେ ସେ ପରିଚିତ

ଅଜଣା ଥାଏ ତାକୁ ତା ଭବିଷ୍ୟତ ‌।


ଜାଣି ନ ଥାଏ ଯିବ ସେ ମନ୍ଦିର ଅବା ମଶାଣି

କିବା ରହିଯିବ ଅଧୁରା ତା କାହାଣୀ ।


ଖେଳୁଥାଏ ଦୋଳି ସୁଲୁସୁଲିଆ ବାଆ ରେ

ଭାବୁଥାଏ ନିଜ ଆଗତ ଭବିଷ୍ୟତ ବିଷୟ ରେ ।


ଛୁଇଁ ଯାଏ ଯେବେ ତାକୁ ପ୍ରଜାପତି

ତା ସ୍ପର୍ଶ ରେ ସେ ଯାଏ ଲାଜେଇ ।


ଯେବେ ଛୁଏଁ ତାକୁ ପହିଲି ବର୍ଷା ଜଳ

ପ୍ରସ୍ଫୁଟିତ ହୁଏ ତା'ର ପାଖୁଡ଼ା କୋମଳ ।


ବସ୍ତୁବାଦୀ ମଣିଷ ଏ ନିଜ ଖୁସି ପାଇଁ

ନିରୋଳା ରେ କଷ୍ଟ ଦିଅନ୍ତି ଯେ କାହିଁ ।



Rate this content
Log in

Similar oriya poem from Classics