Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Ojha

Abstract

4  

Santosh Ojha

Abstract

ଅଫେରା ସ୍ମ୍ରତି

ଅଫେରା ସ୍ମ୍ରତି

1 min
218



ମୁଁ ଥିଲି ତୁମ ଅବନା ଅକ୍ଷର

   ତୁମେ ଥିଲ ବର୍ଣ୍ଣମାଳା,

ତୁମେ ନେଇଗଲ ଓଁକାର ଧ୍ବନି

    ମୋତେ ଦେଲ ଜପାମାଳା ।

ମୋ ଜନ୍ମଦିନରେ ମୋ ବାପା ମୋତେ

  ତୁମକୁ ଦେଲେ ଗୋ ଉପହାର,

ରଖିପାରିଲିନି ଜୀବନ ତମାମ

   ଥିଲି ଯେଣୁ କୁଳାଙ୍ଗାର ।

ମୁଁ ଯେବେ ଥିଲି ବେପଥୁ ପଥିକ

    ତମେ ଥିଲ ପାନ୍ଥଶାଳା,

ମୁଁ ଏବେ ପ୍ରିୟା ବତୀଖୁଣ୍ଟ ଟିଏ

   ତମେ ଉନ୍ମୁକ୍ତ ଉର୍ମିମାଳା ।


Rate this content
Log in

Similar oriya poem from Abstract