STORYMIRROR

Shekhar Rath

Romance

2  

Shekhar Rath

Romance

ଅମର ସ୍ୱପ୍ନ

ଅମର ସ୍ୱପ୍ନ

1 min
176

ତୁମ ପଲକର ସୌନ୍ଦର୍ଯ୍ୟମୟ ଆଭା

ସତେ ଯେପରି ଉମେଶ ର ଶୋଭା ବଢ଼ାଇ ଥାଏ 


ଵଢି ଚାଲ ତୁମେ ଏକ ଆଲୋକ ପଥେ ଆଶା ର ଦୃଶ୍ୟମୟ ଛବି ହୋଇ ,ଯାହା ଭବିଷ୍ୟତ କୁ ଆହ୍ୱାନ ଦେବ


ସେହି ଆଶା ପୁରଣ ହେବ, ଦୁଇ ଦିନ ଜୀବନ ବି ତୁମ ବନ୍ଧନ କୁ 

ବର୍ଷ ବର୍ଷ ଧରି ଅମର କରିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance