STORYMIRROR

Shekhar Rath

Fantasy Others

2  

Shekhar Rath

Fantasy Others

ଜୀବନ ଜନ୍ମ

ଜୀବନ ଜନ୍ମ

1 min
224

ସୂତ୍ରଧର କହେ ଜୀବନ ତୁମର ଭରି ଦେବ ନୂତନ ସୌର ଅଗ୍ନି, 

ଭଙ୍ଗା ହୃଦୟର ବାର୍ତା ହେବ ଶେଷ, ଜନ୍ମ ନେବ ଏକ ଆଲୋକ ସୃତି,

ପଥଭ୍ରଷ୍ଟ ନ ହୋଇ ନିବିଡ ରହ ଏହା ହିଁ ଜୀବନର ରୀତି,

ଏହା ହିଁ ଜୀବନର ରୀତି।


                    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy