STORYMIRROR

Shekhar Rath

Romance

2  

Shekhar Rath

Romance

ସ୍ୱପ୍ନ ସନ୍ଧ୍ୟା

ସ୍ୱପ୍ନ ସନ୍ଧ୍ୟା

1 min
152

ଏକ ସାକାର ସ୍ୱପ୍ନ ର କଳ୍ପନା, କେତେ ଯେ ରଙ୍ଗ ଭରି ଦେଲା ମୋ

ଭଙ୍ଗା ହୃଦୟେ


ସେହି ସ୍ୱପ୍ନ ପୂରଣ ପଥେ ,କେତେ ଯେ ଶରଣ ପଶିଛି

ତାହା ମୋ ନିଶ୍ୱାସ କହେ ମତେ


କିଛି ତୁମର, କିଛି ମୋର ଜୀବନ ଲକ୍ଷ୍ୟ ହୁଏତ ଦୂରେଇ1 ପାରନ୍ତି


ସେହି ସ୍ୱପ୍ନ ଠାରୁ ମୋତେ


କିନ୍ତୁ,


ସତ୍ୟ ଭକ୍ତି ର ଭାବଧାରା ବିବାହ ଅଗ୍ନି ରେ ତୁମ ସହ ବାନ୍ଧି ଦେବ ମୋତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance