STORYMIRROR

Bhabani Sahoo

Classics Others

3  

Bhabani Sahoo

Classics Others

ଅମର ପ୍ରେମ

ଅମର ପ୍ରେମ

1 min
24

ତୁମେ ପରା ଜନ୍ମ ଦେବକୀ ଗର୍ଭରେ 

ହେଲ ପାଳିତ ଯଶୋଦା ର କୋଳେ ।।

ଜନ୍ମିଲ ତୁମେ ଭାଦ୍ର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ 

ଅନ୍ଧର ଲଉଡ଼ି ତୁମେ ଯଶୋଦା ମା' ରେ ।।


ଅନ୍ଧାରର ବନ୍ଦୀଘରେ ଜନ୍ମ ତୁମର 

ସଂସାର ର ଅନ୍ଧାରକୁ କରିବାକୁ ଦୂର ।।

ଦୁନିଆକୁ ଆସିଥିଲ ବିଜୁଳି ସହିତ

ସତେକି ପୃଥିବୀ, କରୁଥାଏ ସ୍ୱାଗତ ।।


କିଏ ବା ବୁଝିବ ମାୟାକୁ ତୁମର 

ଏ ମାୟା ପରା ଅଂଶ ଅଟେ ,ତୁମରି ଲୀଳାର ।।

ଏ ସଂସାରରେ ତୁମେ, ସମସ୍ତେ ତୁମର 

ବସୁଦେବ ବଂଶ ତୁମେ, ଆନନ୍ଦ ନନ୍ଦର ।।


ଗୋପପୁରେ ତୁମେ ଗୋପ ଗୋପୀଙ୍କର

ରାଧା ପାଇଁ ତୁମେ କେବଳ ରାଧାର ।।

ସବୁଠି ଅଧୁରା ପ୍ରେମ ତୁମର ।

ତଥାପି ଏ ପ୍ରେମ ଚିର ଅମର ।।

ତଥାପି ଏ ପ୍ରେମ ଚିର ଅମର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhabani Sahoo

ବର୍ଷା

ବର୍ଷା

1 min ପଢ଼ନ୍ତୁ

ମୋ ମା

ମୋ ମା

1 min ପଢ଼ନ୍ତୁ

ମୋ ମା

ମୋ ମା

1 min ପଢ଼ନ୍ତୁ

Similar oriya poem from Classics