STORYMIRROR

Bhabani Sahoo

Inspirational

3  

Bhabani Sahoo

Inspirational

ମୋ ମା

ମୋ ମା

1 min
273

ସେ ମୋର ମା ।।

ସବୁଠାରୁ ଭଲ ମୋ ମା ।।

ସେ ମୋ ପାଇଁଭଗବାନ ।।

ମୁଁ ତା ପାଇଁ ତା ଜୀବନ ।।

ସେ ମୋର ସବୁ କିଛି ।।

ମୁଁ ତା ଆଂଗୁଠି ଧରି ଚାଲି ଶିଖିଛି ।।

ତାର ଶୁଭେଛା ମୋ ପାଇଁ ଆଶୀର୍ବାଦ।।

ତାର ହସ ମୋ ପାଇଁ ସାହାସ ।।

ମୋ ମା ବଡ ଅଭିମାନୀ ।।

ମୁଁ ତା ପାଇଁ ମାନୀନୀ ।।

ମୁଁ ଯେବେ ହୁଏ ଅଝଟିଆ ।।

ସେ ମୋପାଇଁ ଯଶୋଦା ମା। ।।

ସେ ସବୁବେଳେ ମୋର ସାହା ।।

ସେ ମୋର ମା।।2।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhabani Sahoo

ବର୍ଷା

ବର୍ଷା

1 min ପଢ଼ନ୍ତୁ

ମୋ ମା

ମୋ ମା

1 min ପଢ଼ନ୍ତୁ

ମୋ ମା

ମୋ ମା

1 min ପଢ଼ନ୍ତୁ

Similar oriya poem from Inspirational