STORYMIRROR

Bhabani Sahoo

Abstract Inspirational

2  

Bhabani Sahoo

Abstract Inspirational

ମୋ ମା

ମୋ ମା

1 min
126

ମା ,ସେ ମୋ ମା ।।       

ସବୁଠାରୁ ଭଲ ମୋ ମା।।

ତା'ର ସେନେହ ସମ୍ପତି ,ଠୁ ବି ମୂଲ୍ୟ ।।

ସେ କାହା ସାଥେ ନୁହେଁ ତୂଲ୍ୟ।

ସେ ମୋ ପାଇଁ ଭଗବାନ    ।।

ମୁଁ ତା ପାଇଁ ତା ଜୀବନ ।।

 ସେ ମୋର ସବୁକିଛି।     । ।               

  ମୁଁ ତା ଆଂଗୁଠି ଧରି ଚାଲି ଶିଖିଛି ।।        

 ତାରନୀତି ବାଣୀ ମୋ ଆଦର୍ଶ।  ।।

ତାର ହସ ,ମୋ ପାଇଁ ସାହାସ ।।

ତାର ଶୁଭେଛା ,ମୋ ପାଇଁ ଆଶିର୍ବାଦ।।

ସିଏ ମୋ ପାଇଁ ମୋର ସରଗ ।।

ମୋର ସବୁବେଳେ ହୁଏ ସାହା ।।

ମା,ସେ ମୋ ମା ।।2।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhabani Sahoo

ବର୍ଷା

ବର୍ଷା

1 min ପଢ଼ନ୍ତୁ

ମୋ ମା

ମୋ ମା

1 min ପଢ଼ନ୍ତୁ

ମୋ ମା

ମୋ ମା

1 min ପଢ଼ନ୍ତୁ

Similar oriya poem from Abstract