STORYMIRROR

Dibyajyoti Mohanty

Comedy

2  

Dibyajyoti Mohanty

Comedy

ଅଜ୍ଞାତବାସ

ଅଜ୍ଞାତବାସ

1 min
2.3K


ଅଜ୍ଞାତବାସ

 

କାହିଁ କେଉଁଠି ତୁମେ କରିଛ ଅଜ୍ଞାତବନବାସ

 

ତୁମକୁ ଝୁରି ମନଟା ଲୁହର ବନ୍ୟାରେ ଦିଏ ଝାସ

 

ଆଗୋ ପ୍ରିୟା ରାଜହଂସୀ ତୁମେ ଫେରିଆସ

 

ବୋଳିଦିଅ ତନୁମନେ ପ୍ରେମର ପରଷ

 

ତୁମ ବିନା ଯେ ଲୋତକ ବନ୍ୟା ହୁଏ ବାରମାସ

 

କିପରି ଯେ ତୁମେ ପାଅନି ତାହାର ଆଭାସ

 

ତୁମକୁ ଖୋଜିବାକୁ ବାରମ୍ବାର କରେ ଅନେକ ପ୍ରୟାସ

 

ହେଲେ ସବୁଥର ପରି ହେବାକୁ ହୁଏ ହତାସ

 

ତୁମକୁ ପାଇଲେ ରହିବନି କିଛି ଅବଶୋଷ

 

ବୋଧେ ସେଥିପାଇଁ ତୁମର ଏ ପରିହାସ

 

ଦିବ୍ୟଜ୍ୟୋତି ମହାନ୍ତି

 

ମୋ-୭୩୭୭୫୧୦୨୫୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy