STORYMIRROR

Dibyajyoti Mohanty

Others

2  

Dibyajyoti Mohanty

Others

ବର୍ଷା

ବର୍ଷା

1 min
2.3K


ବର୍ଷା

 

ବର୍ଷାଟା ଯାଇଛି ରାଗି ଅଭିମାନୀ ପ୍ରେମିକା ଭଳି

 

ମନଟା ପରି ଶରୀରଟା ନୀଦାଘ ତାତିରେ ଯାଉଛି ଜଳି

 

ଖରାଟା ଅଂଶୁଘାତେ ଦେଲାଣି ଅନେକଙ୍କୁ ବଳି

 

ଜାଣେନି ଖାତାରେ ତା’ର କେବେ ଆସିଯିବ ମୋ ପାଳି

 

ଅଭିମାନୀ ପ୍ରିୟା ଭଳି ବର୍ଷା ଯେ କେବେ ଆସିବ

 

ପ୍ରିୟା ଭଳି ମନଟାକୁ ଭିଜାଇ ଧରାବକ୍ଷରେ ବରଷିବ

 

ସେବେଯାଇ ମନପରି ଶରୀରଟା ଯେ ହସିବ

 

ବର୍ଷାକୁ କହିବ ରାଣ ଖାଅ ତୁମେ ଆଉ କେବେ ନ ରୁଷିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍