STORYMIRROR

Dibyajyoti Mohanty

Others

2  

Dibyajyoti Mohanty

Others

ଜଳ ଓ କଳିକାଳ

ଜଳ ଓ କଳିକାଳ

1 min
14K


ଜଳ ଓ କଳିକାଳ

ମାଡି ଆସିଲାଣି ଘୋର କଳିକାଳ

ଶେଷ ହେଲାଣି ପୃଥିବୀ ପୃଷ୍ଠରୁ ଜଳ

କେତେ ଯେ କର ତୁମେ ଜଳର ଅପଚୟ

ସମୟ ଥାଉ ଥାଉ କର ହେ ଟିକେ ସଂଚୟ

ଯୁଦ୍ଧର କାରଣ ପାଲଟିଲାଣି ଏହି ଜଳ

ଜଳକୁ ନେଇ ଥରିଲାଣି ଦେଶର ଶାସନକଳ

ଜଳ ବିନା ଯେ ଏ ଜୀବନ ଅସମ୍ଭବ

ସଙ୍କଟର ଦୃଶ୍ୟ ଏଇ ତ ହେଲା ଆରମ୍ଭ

ଏଠାରେ ଲୋକଙ୍କୁ ମିଳୁନାହିଁ ଜଳ

ସରକାର କୁହନ୍ତି ପୁଣି ଠିକ୍ କରିବେ ପରିମଳ

ହେ ମଣିଷ ସମାଜ ସରିଲାଣି ତୁମ କାଳ ବେଳ

ସଂଚୟ କର ଜଳ ସମୟ ସହ ଦେଇ ତାଳ

ଜଳ ବିନା କରିବ ତୁମେମାନେ କିପରି ବିକାଶ

ପରା... ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହନେ ସୃଷ୍ଟି ନାଶ

ଦିବ୍ୟଜ୍ୟୋତି ମହାନ୍ତି

ମୋ -୭୩୭୭୫୧୦୨୫୪

Email-mikunmohanty63@gmail.com


Rate this content
Log in