STORYMIRROR

Dibyajyoti Mohanty

Comedy

2  

Dibyajyoti Mohanty

Comedy

ମର୍ଡନ ଝିଅ

ମର୍ଡନ ଝିଅ

1 min
13.7K


ମର୍ଡନ ଝିଅ...

 

ପାର୍କରେ ସେଦିନ ଦେଖିଲି ଝିଅଟିଏ

ଭାବିଲି ପାଖକୁ ଯାଇ କହିବି କଥାଟିଏ...

କହିଲି ଯାଇ ତାକୁ ତୁମ ଆଖି ଦୁଇ ନୀଳସାଗର

ସେ କହିଲା ଖାଇବୁକି ଚପଲ ପାହାର...

ପୁଣି ତାକୁ କହିଲି ତୁମେ ମୋ ସୁନ୍ଦରୀ ସୁନୟନା

କହିଲା ସେ ପୁଅ ଦଖେଇଦେବି ତୋତେ ଥାନା...

ପଚାରିଲି ତାକୁ ମିଳିବକି ତୁମ ନମ୍ବରଟା

ସେ କହିଲା ଅଛନ୍ତି ବୟଫ୍ରେଣ୍ଡ ମୋର ପନ୍ଦରଟା...

ମୁଁ କହିଲି ଝିଅ ତୁ ତ ପୁଅମାନଙ୍କୁ ଟପିଗଲୁ

ଯାହା ହେଉ ସତ କଥାଟା ମୋତେ କହିଦେଲୁ...

ସେ ପୁଣି ପଚାରିଲା କାଇଁ ତୁ ଏମିତି କିଏ କି

ମୁଁ କହିଲି କାଲି ଫେସବୁକରେ ଯାହାକୁ କହୁଥିଲୁ

ତୁମେ ମତେ ଭଲପାଅଟି....

 

ଦିବ୍ୟଜ୍ୟୋତି ମହାନ୍ତି

ମୋ-୭୩୭୭୫୧୦୨୫୪

Email-mikunmohanty63@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy